ଅଦ୍ୟତନ ହୋଇଛି
suresh
Advertisment
ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ପରେ କ୍ରିକେଟର୍ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରିଛନ୍ତି। ଆଜି ସ୍ୱାଧିନତା ଦିବସରେ ଦୁଇ ଦୁଇ ଜଣ ମହାନ କ୍ରିକେଟ୍ ଖେଳାଳି ଅନ୍ତର୍ଜାତୀୟ କ୍ରିକଟେରୁ ଅବସର ନେଇଛନ୍ତି।
Advertisment
/odishatv-khabar/media/post_attachments/sites/default/files/styles/full/public/2020/08/05/917625-820013-suresh-raina.jpg)
ରାଇନା ଅବସର ନେଲାବେଳେ ତାଙ୍କର ଅଗଣିତ ଫ୍ୟାନ୍ ଓ କ୍ରିକେଟ୍ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୧ ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆରେ ରାଇନା ଧୋନିଙ୍କ ନେତୃତ୍ୱରେ ଖେଳିଥିଲେ। ସେ ମୋଟ ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୭୮ ଟି-୨୦ ଖେଳିଛନ୍ତି। ଟିମ୍ ଇଣ୍ଡିଆର ଦକ୍ଷ ଫିଲ୍ଡର୍ ଭାବେ ରାଇନା ବେଶ୍ ପରିଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/suresh-1_1625428457.jpg)