Advertisment

Shikhar Dhawan Gets Engaged: କିଏ ଏହି ସୋଫି ସାଇନ, ଯାହାଙ୍କ ସହ ନିର୍ବନ୍ଧ ଘୋଷଣା କଲେ ଶିଖର ଧୱନ

ଶିଖର ଧୱନ ବହୁ ଦିନ ଧରି ସୋଫି ସାଇନଙ୍କୁ ଡେଟ୍ କରୁଛନ୍ତି। ଏହି ଯୋଡି ସୋସିଆଲ ମିଡିଆରେ, ଗତବର୍ଷର ଚାମ୍ପିଅନ୍ସ ଟ୍ରଫି ଏବଂ ଅନ୍ୟାନ୍ୟ କ୍ରିକେଟ ପଡ଼ିଆରେ, ପାର୍ଟିରେ ଏବଂ ବନ୍ଧୁମାନଙ୍କ ସହିତ ମଜ୍ଜା କରୁଛନ୍ତି।

author-image
Pramod Behera
Shikhar Dhawan Gets Engaged

କିଏ ଏହି ସୋଫି ସାଇନ Photograph: (OTV)

Shikhar Dhawan Cricket Celebrity
Advertisment
Advertisment