6y
Advertisment
ଭୁବନେଶ୍ୱର: ପୁଣି ଥରେ ବିଦେଶରେ ଚମକିଲେ ଓଡିଆ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। କତାରର ଦୋହାରେ ଏକ ସାଣ୍ଡ ଆନିମେଶନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସି ।
Advertisment
୩୦ ମିନିଟ୍ର ଏହି କାର୍ଯ୍ୟକ୍ରମରେ ମାନସଙ୍କ ଆନିମେଶନ୍ ବେଶ ଚିତ୍ତାକର୍ଷକ ହୋଇଥିଲା। ଭାରତ ଓ କତାରର କଳା, ସଂସ୍କୃତି ଏବଂ ଐତିହ୍ୟକୁ ଏହି ଅବସରରେ ଦର୍ଶାଇଥିଲେ ମାନସ।
ବହୁ ସଂଖ୍ୟାରେ ବିଦେଶୀ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/6y_1625919993.jpg)