Advertisment

ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାମ୍ କୁରାନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ୧୪ରନରେ ଦିଲ୍ଲୀକୁ ପରାସ୍ତ କରିଛି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଡେଭିଡ ମିଲର ୪୩ ରନ୍‌ ଓ ସର୍ଫରାଜ ଖାନ୍ ୩୯ ରନ୍‌ କରଥିଲେ। ଦିଲ୍ଲୀ ପକ୍ଷରୁ ନେପାଳୀ ସ୍ପିନର ସନ୍ଦୀପ ଲାମିଚାନେ ୨୭ ରନ୍‌ ଦେଇ ୨ଟି […]

ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ

ipl

Advertisment

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାମ୍ କୁରାନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ୧୪ରନରେ ଦିଲ୍ଲୀକୁ ପରାସ୍ତ କରିଛି।

Advertisment

ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଡେଭିଡ ମିଲର ୪୩ ରନ୍‌ ଓ ସର୍ଫରାଜ ଖାନ୍ ୩୯ ରନ୍‌ କରଥିଲେ। ଦିଲ୍ଲୀ ପକ୍ଷରୁ ନେପାଳୀ ସ୍ପିନର ସନ୍ଦୀପ ଲାମିଚାନେ ୨୭ ରନ୍‌ ଦେଇ ୨ଟି ଓ୍ୱିକେଟ୍‌ ହାସଲ କରିଥିଲେ। ୧୬୭ ରନକୁ ପିଛା କରୁଥିବା ଦିଲ୍ଲୀ ନିୟମିତ ବ୍ୟବଧାନରେ ଓ୍ୱିକେଟ୍‌ ହରାଇ ୧୫୨ରନରେ ଅଲଆଉଟ୍ ହୋଇଯାଇଥିଲା।

ଦିଲ୍ଲୀ ଭଲ ସ୍ଥିତିରେ ଥିଲେ ମଧ୍ୟ ପୁଣି ଥରେ ମ୍ୟାଚ ଫିନିସ୍ କରିବାରେ ବିଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ