Advertisment

ଆଇପିଏଲ୍ ଟକ୍କର: ସୁପର ଓଭରରେ କେକେଆରକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ବାଜିମାତ୍ କରିଛି। ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ସହାୟତା ନିଆଯାଇଥିଲା। ତେବେ ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା। କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ ଦିଲ୍ଲୀ ପୃଥ୍ୱୀଶଙ୍କ ୯୯ ରନ୍ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିଥିଲା। ତେବେ ସୁପର ଓଭରରେ କମାଲ କରିଥିଲେ ବୋଲର ରାବାଡା। ସେହିପରି ଅନ୍ୟ ଏକ […]

ଆଇପିଏଲ୍ ଟକ୍କର: ସୁପର ଓଭରରେ କେକେଆରକୁ ହରାଇଲା ଦିଲ୍ଲୀ

delhi

Advertisment

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ବାଜିମାତ୍ କରିଛି। ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ସହାୟତା ନିଆଯାଇଥିଲା। ତେବେ ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା।

Advertisment

କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ ଦିଲ୍ଲୀ ପୃଥ୍ୱୀଶଙ୍କ ୯୯ ରନ୍ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିଥିଲା। ତେବେ ସୁପର ଓଭରରେ କମାଲ କରିଥିଲେ ବୋଲର ରାବାଡା।

ସେହିପରି ଅନ୍ୟ ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ କିଙ୍ଗସ ଇଲେଭେନ୍ ପଞ୍ଜାବ ପରାସ୍ତ କରିଥିଲା।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ