ipl
ନୂଆଦିଲ୍ଲୀ: ଗତକାଲି ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନ୍ ରଇଜର୍ସ ହାଇଦ୍ରାବାଦ ୨୦ ଓଭରରରେ ୪ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା।
ଦଳ ପକ୍ଷରୁ ଦିନାୟକ ଡେଭଡ ୱାର୍ଣ୍ଣର ସର୍ବାଧିକ ୭୦ ରନ୍ କରିଥିବା ବେଳେ ଅଲରାଉଣ୍ଡର ବିଜୟ ଶଙ୍କର ୨୬ ରନ୍ କରିଥିଲେ। ଯବାବରେ ପଞ୍ଜାବ ୧୯ ଓଭର ୫ଟି ବଲରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପଞ୍ଜାବ ପକ୍ଷରୁ ଓପନର କେ. ଏଲ ରାହୁଲ ସର୍ବାଧିକ ୭୧ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୫୫ ରନ୍ କରଥିଲେ। ମ୍ୟାଚରେ କେ. ଏଲ ରାହୁଲ ମ୍ୟାନ୍ ଅଫ ଦ ମ୍ୟାଚ୍ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ipl-123-1_1626760420.jpg)