Advertisment

ଆଜି ଆଇପିଏଲ୍‌ରେ ମୁମ୍ୱାଇ-ବାଙ୍ଗାଲୋର ଲଢ଼େଇ

ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍‌ ରୋହିତ ଶର୍ମା ଓ ରେୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର କ୍ୟାପଟେନ୍‌ ବିରାଟ କୋହଲିଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ୍‌। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା। […]

ଆଜି ଆଇପିଏଲ୍‌ରେ ମୁମ୍ୱାଇ-ବାଙ୍ଗାଲୋର ଲଢ଼େଇ

IPL

Advertisment

ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍‌ ରୋହିତ ଶର୍ମା ଓ ରେୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର କ୍ୟାପଟେନ୍‌ ବିରାଟ କୋହଲିଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ୍‌।

Advertisment

ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା। ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲସ୍‌ ଠାରୁ ପରାସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ