CRICKET Photograph: (OTV)
ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ଧର୍ମଶାଳାରେ ଖେଳାଯିବ ଏହି ମ୍ୟାଚ୍ । ବାରବାଟୀରେ ବଡ଼ ବିଜୟ ଚଣ୍ଡିଗଡ଼ରେ ମଉଳି ଯାଇଥିଲା । ୫ ମ୍ୟାଚ୍ ଶୃଙ୍ଖଳା ୧-୧ରେ ବରାବର ରହିଛି । ଆଜିର ମ୍ୟାଚ୍ ଜିତି ସିରିଜ୍ ବିଜୟ ପାଇଁ ଆଗକୁ ବଢିବା ଆଶା ।
ଆଜିର ମ୍ୟାଚରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଶୁଭମନ ଗିଲଙ୍କ ଉପରେ ରହିବ। ପ୍ଲେଇଂ ଇଲେଭେନରେ ସ୍ଥାନ ପକ୍କା କରିବା ପାଇଁ ଗିଲଙ୍କ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।
ଯଦି ଗିଲଙ୍କ ବ୍ୟାଟ୍ ଧର୍ମଶାଳାରେ ନୀରବ ରହେ, ତେବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ ପରିଚାଳନା 'ପ୍ଲାନ୍ ବି'କୁ ପରିବର୍ତ୍ତନ କରିପାରେ। ତେଣୁ ଗିଲଙ୍କୁ ଆଜି କିଛି ଚମତ୍କାର କରି ଦେଖାଇବାକୁ ପଡ଼ିବ ।
• ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦
• ଧର୍ମଶାଳାରେ ଖେଳାଯିବ ଏହି ମ୍ୟାଚ୍
• ବାରବାଟୀରେ ବଡ଼ ବିଜୟ ଚଣ୍ଡିଗଡ଼ରେ ମଉଳି ଯାଇଥିଲା
• ୫ ମ୍ୟାଚ୍ ଶୃଙ୍ଖଳା ୧-୧ରେ ବରାବର ରହିଛି
• ଆଜିର ମ୍ୟାଚ୍ ଜିତି ସିରିଜ୍ ବିଜୟ ପାଇଁ ଆଗକୁ ବଢିବା ଆଶା
• ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଶୁଭମନ ଗିଲଙ୍କ ଉପରେ ନଜର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/cricket-2025-12-14-11-40-19.jpg)