କ୍ରୀଡ଼ା India Vs Pak: ଭାରତ ପାକ୍ ଫାଇନାଲ୍ ଫାଇଟ୍? ଏସିଆ କପ୍ ଫାଇନାଲରେ ଭାରତ। ବାଂଲାଦେଶକୁ ହରାଇ ପ୍ରଥମ ଥର ଦଳ ଭାବରେ ଫାଇନାଲ୍ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆ। ଗତକାଲି ସୁପର ଓଭର ମୁକାବିଲାରେ ବାଂଲାଦେଶକୁ ୪୧ ରନରେ ହରାଇଛି ସୂର୍ଯ୍ୟ ସେନା। ଆଜି ବାଂଲାଦେଶ ଓ ପାକିସ୍ତାନ ମ୍ୟାଚର ବିଜେତା ଭାରତ ସହ ଆସନ୍ତା ୨୮ ତାରିଖ ରବିବାର ଫାଇନାଲ୍ ଖେଳିବ। Tapan Swain 25 Sep 2025 13:41 IST India Team India Pakistan Asia CupAdvertismentRelated ArticlesHeavy Rain Swells Hirakud Dam; 16 Gates Opened for Floodwater ReleasePOSTEDFlood Threat Looms Over Mahanadi as Hirakud Dam Releases Water Amid Heavy RainPOSTEDସାର୍ଟ୍ ଚିରିଲେ, ମାଡ଼ ମାରିଲେPOSTED Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ