/odishatv-khabar/media/post_attachments/uploadimage/library/16_9/16_9_0/india-1_1626691489.jpg)
india
ପୋଚେଫଷ୍ଟ୍ରୁମ୍: ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ର ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜବରଦସ୍ତ ଧୁଲେଇ କରି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆର ଏହି ଜୁନିୟର ବ୍ରିଗେଡ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ହେଲେ ଭାରତର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ପାକ୍ ବ୍ୟାଟ୍ସମ୍ୟାନ। ନିୟମିତ ବ୍ୟବଧାନରେ ୱିକେଟ ହରାଇ ପାକିସ୍ତାନ ୧୭୨ ରନରେ ଅଲ ଆଉଟ ହୋଇଥିଲା।
Advertisment
ଜବାବରେ ଭାରତର ଗୋଟିଏ ବି ୱିକେଟ ପକାଇ ପାରିନଥିଲେ ପାକିସ୍ତାନୀ ବୋଲର। ଫଳରେ ପ୍ରାୟ ୧୫ ଓଭର ବାକି ଥାଇ ଭାରତୀୟ ଟିମ୍ ଅତି ସହଜରେ ଏହି ୧୦ ୱିକେଟର ବୃହତ ବିଜୟ ହାସଲ କରିଛି।
ଓପ୍ନର ଯଶସ୍ୱୀ ଜୟସ୍ୱାଲ ଆକର୍ଷଣୀୟ ଅପରାଜିତ ଶତକ କରିଥିବାବେଳେ ଦିବ୍ୟାଂଶ ସକ୍ସେନା ଅର୍ଦ୍ଧଶତକ ହାସଲ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)