Advertisment

ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

ଦୁବାଇ: ଆଇପିଏଲର ୨୬ ତମ ମ୍ୟାଚ୍‌ରେ ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ  ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଛି। ଆଜି ମ୍ୟାଚ୍‌ରେ ଖେଳୁଛନ୍ତି: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ: ଡେଭିଡ ୱାର୍ଣ୍ଣର (କ୍ୟା), ଜନି ବେୟାରଷ୍ଟୋ […]

author-image
Otv Khabar Bureau
ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

Untitled-1

ଦୁବାଇ: ଆଇପିଏଲର ୨୬ ତମ ମ୍ୟାଚ୍‌ରେ ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ  ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଛି।

Advertisment

ଆଜି ମ୍ୟାଚ୍‌ରେ ଖେଳୁଛନ୍ତି:

ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ:

ଡେଭିଡ ୱାର୍ଣ୍ଣର (କ୍ୟା), ଜନି ବେୟାରଷ୍ଟୋ (କିପର), ମନୀଷ ପାଣ୍ଡେ, କେନ ୱିଲିୟମସନ, ବିଜୟ ଶଙ୍କର, ପ୍ରିୟ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ସନ୍ଦୀପ ଶର୍ମା, ଖାଲିଲ ଅହମ୍ମଦ, ଟି ନାଟାରାଜନ

ରାଜସ୍ଥାନ ରୟାଲ୍ସ ପକ୍ଷରୁ:

ଜୋସ୍ ବଟଲର୍ (କିପର), ରବିନ୍ ଉଥାପ୍ପା, ସଞ୍ଜୁ ସାମସନ୍, ଷ୍ଟିଭେନ୍ ସ୍ମିଥ୍ (କ୍ୟା), ବେନ୍ ଷ୍ଟୋକ୍ସ, ରିୟାନ୍ ପାରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଳ, ଜୟଦେବ ଉନାଦକାଟ, କାର୍ତ୍ତିକ ତ୍ୟାଗି

Advertisment
Advertisment
Advertisment