Advertisment

ଅଭିନେତ୍ରୀ ନତାସାଙ୍କ ସହ ହାର୍ଦ୍ଦିକଙ୍କ ନିର୍ବନ୍ଧ

ମୁମ୍ୱାଇ : ନୂଆବର୍ଷରେ ଫ୍ୟାନଙ୍କୁ ନୂଆ ଖବର ଦେଇ ଚମକାଇଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ତାଙ୍କ ଅଭିନେତ୍ରୀ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ନତାସା ଷ୍ଟାନକୋଭିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି। ଏହି ସେଲିବ୍ରେଟି ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ସୋଶାଲ ମିଡିଆରେ ରୋମାଣ୍ଟିକ୍ ଭି଼ଡିଓ ସେୟାର କରିଛନ୍ତି ନିଜେ ହାର୍ଦ୍ଦିକ୍ । ହାର୍ଦ୍ଦିକ ଓ ନତାସା ସମୁଦ୍ର ମଝିରେ ଏକ ବୋଟରେ ରିଙ୍ଗ୍ ସେରିମନି […]

author-image
Pradesh Pratyush
ଅଭିନେତ୍ରୀ ନତାସାଙ୍କ ସହ ହାର୍ଦ୍ଦିକଙ୍କ ନିର୍ବନ୍ଧ

hadrik

ମୁମ୍ୱାଇ : ନୂଆବର୍ଷରେ ଫ୍ୟାନଙ୍କୁ ନୂଆ ଖବର ଦେଇ ଚମକାଇଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ତାଙ୍କ ଅଭିନେତ୍ରୀ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ନତାସା ଷ୍ଟାନକୋଭିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି।

Advertisment

ଏହି ସେଲିବ୍ରେଟି ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ସୋଶାଲ ମିଡିଆରେ ରୋମାଣ୍ଟିକ୍ ଭି଼ଡିଓ ସେୟାର କରିଛନ୍ତି ନିଜେ ହାର୍ଦ୍ଦିକ୍ । ହାର୍ଦ୍ଦିକ ଓ ନତାସା ସମୁଦ୍ର ମଝିରେ ଏକ ବୋଟରେ ରିଙ୍ଗ୍ ସେରିମନି ମନାଉଥିବାର ଭିଡିଓରେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ନତାସା ଷ୍ଟାନକୋଭିକ୍ ହେଉଛନ୍ତି ସର୍ବିଆର ନାଗରିକ।

ନତାସା ପ୍ରକାଶ ଝାଙ୍କ ‘ସତ୍ୟାଗ୍ରହ’ ଫିଲ୍ମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଲେ। ତେବେ ବିଗ୍ ବସ୍ ଟିଭି ସୋ’ରେ ଅଂଶଗ୍ରହଣ କରି ସେ ଚର୍ଚ୍ଚାକୁ ଆସିଥିଲେ।

Advertisment
Advertisment
Advertisment