/odishatv-khabar/media/post_attachments/uploadimage/library/16_9/16_9_0/car_1626695892.jpg)
car
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପିତାଙ୍କ ଏସୟୁଭି କାର ଚୋରି ହୋଇଯାଇଛି। ଗୁରୁବାର ସକାଳେ କାରଟି ଚୋରି ହୋଇଥିଲା । ଏନେଇ ପରିବାର ତରଫରୁ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
ସେଣ୍ଟ୍ରାଲ ଡିସିପିଙ୍କ କହିବା ଅନୁଯାୟୀ ,ସିସିଟିଭି ମାଧ୍ୟମରେ ଚୋରକୁ ଖୋଜା ଚାଲିଛି। ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଗମ୍ଭୀର ତାଙ୍କ ବାପାଙ୍କ ସହିତ ରୁହନ୍ତି। ସେହି ବାସଭବନରୁ ହିଁ କାର୍ଟି ଚୋରି ହୋଇଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)