Advertisment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ବିରୋଧରେ ମାମଲା ରୁଜୁ କରିବାକୁ ଏକ ସ୍ୱତନ୍ତ୍ର ଏସସି/ଏସଟି କୋର୍ଟ ନିର୍ଦେଶ ଦେଇଛନ୍ତି। ହାର୍ଦ୍ଦିକ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ  ଦେଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପାଣ୍ଡ୍ୟା ଜାଣିଶୁଣି ଆମ୍ବେଦକରଙ୍କ ପ୍ରତିନିଧିତ୍ୱ କରୁଥିବା ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଗତବର୍ଷ ଡିସେମ୍ବର ୨୬ରେ ହାର୍ଦ୍ଦିକ ପାଣ୍ଡ୍ୟା ଆମ୍ବେଦକରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

author-image
Otv Khabar Bureau
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ବିରୋଧରେ ମାମଲା ରୁଜୁ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

hardik pandya

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ବିରୋଧରେ ମାମଲା ରୁଜୁ କରିବାକୁ ଏକ ସ୍ୱତନ୍ତ୍ର ଏସସି/ଏସଟି କୋର୍ଟ ନିର୍ଦେଶ ଦେଇଛନ୍ତି।

Advertisment

ହାର୍ଦ୍ଦିକ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ  ଦେଇଥିବା ଅଭିଯୋଗ ହୋଇଛି।

ଏହାଦ୍ୱାରା ପାଣ୍ଡ୍ୟା ଜାଣିଶୁଣି ଆମ୍ବେଦକରଙ୍କ ପ୍ରତିନିଧିତ୍ୱ କରୁଥିବା ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।

Advertisment

ଗତବର୍ଷ ଡିସେମ୍ବର ୨୬ରେ ହାର୍ଦ୍ଦିକ ପାଣ୍ଡ୍ୟା ଆମ୍ବେଦକରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Hardik Pandya Hardik Pandya Derogatory Tweet On Bhim Rao Ambedkar Indian Cricketer Hardik Pandya
Advertisment
Advertisment