/odishatv-khabar/media/post_attachments/uploadimage/library/16_9/16_9_0/merry-com_1626498700.jpg)
merry com
ଗୋଲ୍ଡକୋଷ୍ଟ : ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ଭାରତର ସୁପର ଓମ୍ୟାନ ମେରି କମ୍ଙ୍କ ସୁପର ଶୋ’ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିଛି। ଆଜି ଖେଳାଯାଇଥିବା ୪୫-୪୮ କେଜି ବକ୍ସିଂ ବର୍ଗ ମ୍ୟାଚ୍ ଜିତି ସେ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶ୍ରୀଲଙ୍କାର ଅନୁଶା ଦିଲରୁକ୍ଷିଙ୍କୁ ୫-୦ରେ ହରାଇ ଏହି ସଫଳତା ପାଇଛନ୍ତି। ମେରି କମ୍ଙ୍କ ରୌପ୍ୟ ପଦକ ଜିତିବା ପକ୍କା ହୋଇ ସାରିଛି। ଆଜି ସେ ସ୍ୱର୍ଣ୍ଣ ପାଇଁ କୋର୍ଟରୁ ଓହ୍ଲାଇବେ। ପୂରା ଦେଶର ନଜର ଏହି ସୁପର ଓମ୍ୟାନଙ୍କ ଉପରେ ରହିଛି।
Advertisment
ସୂଚନାଯୋଗ୍ୟ, ଅଲମ୍ପିକରେ ପଦକ ଜିତି ସାରିଥିବା ମେରି ରାଜ୍ୟଗୋଷ୍ଠୀ କ୍ରୀଡାରେ କେବେ ବି ପଦକ ଦୌଡରେ ସାମିଲ ହୋଇପାରି ନଥିଲେ। ପ୍ରଥମ ଥର ପାଇଁ ସେ ଫାଇନାଲକୁ ଯାଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)