Advertisment

BCCI Warns of Complaint to ICC: ICCରେ ଅଭିଯୋଗ କରାଯିବ ବୋଲି କହିଛି ବିସିସିଆଇ

ଦୁବାଇ ମୈଦାନରେ ଟିମ୍ ଇଣ୍ଡିଆର ବିଜୟ ଗାଥା । ପାକିସ୍ତାନକୁ ଫାଇନାଲରେ ହରାଇ ଟାଇଟଲ ହାତେଇଛି ଭାରତ। ନବମ ଥର ପାଇଁ ଭାରତ ଏସିଆ କପ୍ ଚାମ୍ପିଅନ୍ ହୋଇଛି । ତେବେ ଟ୍ରଫିକୁ ACC ମୁଖ୍ୟ ନିଜ ସାଙ୍ଗରେ ନେଇଯିବା ଓ ପଡ଼ିଆରେ ଡ୍ରାମା କରିବା ଘଟଣାରେ ICCରେ ଅଭିଯୋଗ କରାଯିବ ବୋଲି କହିଛି ବିସିସିଆଇ ।

author-image
Tapan Swain

Asia Cup
Advertisment
Related Articles
Advertisment