Advertisment

ଉତ୍‌କ୍ଷେପଣ ହେଲା ନାସାର ମହକାଶ ଯାନ ପାର୍କର ସୋଲାର ପ୍ରୋବ୍

ଫ୍ଲୋରିଡା : ଅାରମ୍ଭ ହୋଇଛି ବିଶ୍ୱର ପ୍ରଥମ ସୌର ଅଭିଯାନ। ଭାରତୀୟ ସମୟ ଦିନ ଗୋଟାଏ ବେଳେ ଉତ୍‌କ୍ଷେପଣ ହୋଇଛି ମହାକାଶ ଯାନ ‘ପାର୍କର୍ ସୋଲାର୍ ପ୍ରୋବ୍’। ଅାମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ୍ ବାୟୁସେନା ଘାଟିରୁ ନାସା ଏହାକୁ ଉତକ୍ଷେପଣ କରିଛି। ଡେଲ୍‌ଟା ଫୋର୍ ହେଭି ରକେଟ୍ ସାହାଯ୍ୟରେ ଏହାର ଉତ୍‌କ୍ଷେପଣ ହୋଇଛି। ଏହି ଅନ୍ତରୀକ୍ଷ ଯାନ ସୂର୍ଯ୍ୟର ଚାରିପାଖରେ ଥିବା କୋରୋନାର ତାପମାତ୍ରାର ଅାକଳନ କରିବ।  କୋରୋନାରେ ତାପମାତ୍ରା ସୂର୍ଯ୍ୟପୃଷ୍ଠର ତାପମାତ୍ରା ଠାରୁ ପ୍ରାୟ […]

ଉତ୍‌କ୍ଷେପଣ ହେଲା ନାସାର ମହକାଶ ଯାନ ପାର୍କର ସୋଲାର ପ୍ରୋବ୍

lunch

Advertisment

ଫ୍ଲୋରିଡା : ଅାରମ୍ଭ ହୋଇଛି ବିଶ୍ୱର ପ୍ରଥମ ସୌର ଅଭିଯାନ। ଭାରତୀୟ ସମୟ ଦିନ ଗୋଟାଏ ବେଳେ ଉତ୍‌କ୍ଷେପଣ ହୋଇଛି ମହାକାଶ ଯାନ ‘ପାର୍କର୍ ସୋଲାର୍ ପ୍ରୋବ୍’। ଅାମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ୍ ବାୟୁସେନା ଘାଟିରୁ ନାସା ଏହାକୁ ଉତକ୍ଷେପଣ କରିଛି। ଡେଲ୍‌ଟା ଫୋର୍ ହେଭି ରକେଟ୍ ସାହାଯ୍ୟରେ ଏହାର ଉତ୍‌କ୍ଷେପଣ ହୋଇଛି।

Advertisment

publive-imageଏହି ଅନ୍ତରୀକ୍ଷ ଯାନ ସୂର୍ଯ୍ୟର ଚାରିପାଖରେ ଥିବା କୋରୋନାର ତାପମାତ୍ରାର ଅାକଳନ କରିବ।  କୋରୋନାରେ ତାପମାତ୍ରା ସୂର୍ଯ୍ୟପୃଷ୍ଠର ତାପମାତ୍ରା ଠାରୁ ପ୍ରାୟ ୩ଶହ ଗୁଣ ଅଧିକ। ଏହି ଅଂଚଳର ତାପମାତ୍ରା ୨୫ଶହ ଡିଗ୍ରୀ ଫାରେନହାଇଟ୍ ରହିବ।

ଅନ୍ୟପକ୍ଷରେ ‘ପାର୍କର ସୋଲାର ପ୍ରୋବ୍‌’ର ଭିତରର ତାପମାତ୍ରା ତା’ଠାରୁ ଅନେକ ଗୁଣରେ କମ୍‌ ରହିବ।  ପରୀକ୍ଷା ଅନୁଯାୟୀ ଏହାର ତାପମାତ୍ରା ମାତ୍ର ୮୫ଡିଗ୍ରୀ ଫାରେନହାଇଟ ରହିବ ବୋଲି ନାସା ପକ୍ଷର କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ