Advertisment

ନାସାର କୌଶଳ ବିମାନ ମଙ୍ଗଳରେ ଅବତରଣ

ୱାସିଂଟନ୍: ନାସାର କୌଶଳ ମିନି-ହେଲିକପଟର୍ ବା ରୋଭର୍ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ୟୁଏସ୍ ମହାକାଶ ସଂସ୍ଥା କହିଛି। ଅଲ୍ଟ୍ରାଲାଇଟ୍ ଏୟାରକ୍ରାଫ୍ଟ୍ ଲାଗିଥିବା ଏହି ଅତ୍ୟାଧୁନିକ ବିମାନ ମଙ୍ଗଳରେ ଅବତରଣ କରିଥିବା ନାସାର ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ସ୍ପଷ୍ଟ କରିଛି। ୪୭୧ ମିଲିଅନ୍ କିଲୋମିଟର୍ ଯାତ୍ରା ପରେ ଏହା ସୁରକ୍ଷିତଭାବେ ମଙ୍ଗଳରେ ପହଞ୍ଚିଛି। ନୂତନ କୌଶଳରେ ନିର୍ମାଣ ହୋଇଥିବା ଏହାର ପାୱାର୍ ସିଷ୍ଟମ୍ ବର୍ତ୍ତମାନ ଏହାର ନିଜସ୍ୱ ବ୍ୟାଟେରୀରେ ଚାଲିବ। ଏହା ମଙ୍ଗଳରେ ରାତିରେ ଥଣ୍ଡା ହେବା […]

ନାସାର କୌଶଳ ବିମାନ ମଙ୍ଗଳରେ ଅବତରଣ

Rover

Advertisment

ୱାସିଂଟନ୍: ନାସାର କୌଶଳ ମିନି-ହେଲିକପଟର୍ ବା ରୋଭର୍ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ୟୁଏସ୍ ମହାକାଶ ସଂସ୍ଥା କହିଛି। ଅଲ୍ଟ୍ରାଲାଇଟ୍ ଏୟାରକ୍ରାଫ୍ଟ୍ ଲାଗିଥିବା ଏହି ଅତ୍ୟାଧୁନିକ ବିମାନ ମଙ୍ଗଳରେ ଅବତରଣ କରିଥିବା ନାସାର ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ସ୍ପଷ୍ଟ କରିଛି।

Advertisment

୪୭୧ ମିଲିଅନ୍ କିଲୋମିଟର୍ ଯାତ୍ରା ପରେ ଏହା ସୁରକ୍ଷିତଭାବେ ମଙ୍ଗଳରେ ପହଞ୍ଚିଛି। ନୂତନ କୌଶଳରେ ନିର୍ମାଣ ହୋଇଥିବା ଏହାର ପାୱାର୍ ସିଷ୍ଟମ୍ ବର୍ତ୍ତମାନ ଏହାର ନିଜସ୍ୱ ବ୍ୟାଟେରୀରେ ଚାଲିବ। ଏହା ମଙ୍ଗଳରେ ରାତିରେ ଥଣ୍ଡା ହେବା ବା ଫାଟିବାରୁ ରକ୍ଷା ନେଇ ଉତ୍ତାପ ପ୍ରଦାନ କରିବ। ଏହି ହିଟର୍ ପାଖାପାଖି ୭ ଡିଗ୍ରୀ ସେଲସିୟସ୍ ଉତ୍ତାପ ପ୍ରଦାନ କରିବ ମଙ୍ଗଳରେ ରାତି ବେଳେ ଯେଉଁଠି ତାପମାତ୍ରା ପାଖାପାଖି –୯୦ ଡିଗ୍ରୀକୁ ଖସିଆସେ। ମାର୍ସ ହେଲିକପଟର୍ ପ୍ରୋଜେକ୍ଟ ଚିଫ୍ ଇଞ୍ଜିନିୟର୍ ବବ୍ ବଳରାମ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ରୋଭରରେ ଥିବା ଅନ୍ୟାନ୍ୟ ସୂକ୍ଷ୍ମ ଯନ୍ତ୍ରପାତିଗୁଡିକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ଅବତରଣ କରିବାର ଦୁ‍ଇ ଦିନ ପରେ ଏହାକୁ ପରୀକ୍ଷା କରିବାରୁ ଏହାର ସମସ୍ତ ଯନ୍ତ୍ରପାତି ଠିକ ଥିବା ବଳରାମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ