Advertisment

ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପି ଦେଲେ , ସବୁ ଫଳପ୍ରଦ ହୁଏ ...

ସେ ଭାବର ଠାକୁର । ଭକ୍ତର ଭାବରେ ସେ ବନ୍ଧା। ତାଙ୍କୁ ଯିଏ ସ୍ଥାନ କାଳ ପାତ୍ର ବିଶେଷରେ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି । କେବଳ ହୃଦୟର ଆତୁରତା ହିଁ ଲୋଡ଼ା। ଯେଉଁ ଭକ୍ତିର ଆତୁରତାରେ ସେ ଟାଣି ହୋଇ ଭକ୍ତ ପାଖକୁ ଆସଥାନ୍ତି। ଏଇ ହେଉଛି ରଥଯାତ୍ରା। ମହାପ୍ରଭୁ ଯେଉଁଠି ମନ୍ଦିର ଭିତରେ ରହି ନପାରି ଭକ୍ତକୁ ଦର୍ଶନ ଦେବାକୁ ନିଜେ ବଡ଼ ଦାଣ୍ଡକୁ ଚାଲିଆସନ୍ତି। ଭକ୍ତର ଭକ୍ତିର ରଜ୍ଜୁ ତାଙ୍କୁ […]

author-image
Pradesh Pratyush
ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପି ଦେଲେ , ସବୁ ଫଳପ୍ରଦ ହୁଏ ...

anubhutire jagannath

ସେ ଭାବର ଠାକୁର । ଭକ୍ତର ଭାବରେ ସେ ବନ୍ଧା। ତାଙ୍କୁ ଯିଏ ସ୍ଥାନ କାଳ ପାତ୍ର ବିଶେଷରେ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି । କେବଳ ହୃଦୟର ଆତୁରତା ହିଁ ଲୋଡ଼ା। ଯେଉଁ ଭକ୍ତିର ଆତୁରତାରେ ସେ ଟାଣି ହୋଇ ଭକ୍ତ ପାଖକୁ ଆସଥାନ୍ତି।

Advertisment

ଏଇ ହେଉଛି ରଥଯାତ୍ରା। ମହାପ୍ରଭୁ ଯେଉଁଠି ମନ୍ଦିର ଭିତରେ ରହି ନପାରି ଭକ୍ତକୁ ଦର୍ଶନ ଦେବାକୁ ନିଜେ ବଡ଼ ଦାଣ୍ଡକୁ ଚାଲିଆସନ୍ତି। ଭକ୍ତର ଭକ୍ତିର ରଜ୍ଜୁ ତାଙ୍କୁ ଟାଣିଆଣେ । ଏହି ହେଉଛି ଭକ୍ତ ଓ ଭଗବାନର ରଥାଯାତ୍ରା।

ଆମର ସ୍ୱତନ୍ତ୍ର ସେଗମେଣ୍ଟ-‘ଅନୁଭୂତିରେ ଜଗନ୍ନାଥ’ ରେ ନିଜ ହୃଦୟର ଅନେକ ଅକୁହା ଅନୁଭୂତି ବାଣ୍ଟିଛନ୍ତି  ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର।

Advertisment

ଦେଖନ୍ତୁ ଭିଡ଼ିଓ –

Rathyatra Right
Advertisment
Advertisment