Congress Photograph: (OTV)
Advertisment
ନୂଆପଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସର ଷ୍ଟିଅରିଂ କମିଟି। ନୂଆପଡ଼ା ଉପନିର୍ବାଚନର ସୁପରିଚାଳନା ପାଇଁ ପିସିସି ସଭାପତି ଭକ୍ତ ଦାସ ଷ୍ଟିଅରିଂ ଓ ମନିଟରିଂ କମିଟି ଗଠନ ହୋଇଛି। ଏହି କମିଟିରେ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଦେବାଶିଷ ପଟ୍ଟନାୟକ, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅଶୋକ ଦାସ, ସାଗର ଚରଣ ଦାସ ପ୍ରମୁଖ ରହିଛନ୍ତି।
Advertisment
ସେହିପରି ନିର୍ବାଚନ ମନିଟରିଂ କମିଟିରେ ଭାରତ ଭୂଷଣ ବେମାଲ, ବିନୋଦ ପାତ୍ର, କୃଷ୍ଣଚନ୍ଦ୍ର ସଗରିଆ, ଜାକବ ପ୍ରଧାନ, ଅଶିତ ପଟ୍ଟନାୟକ ପ୍ରମୁଖ ରହିଛନ୍ତି।...ନୂଆପଡ଼ା ଉପନିର୍ବାଚନରେ ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଘାସିରାମ ମାଝୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/congress-2025-10-17-07-40-33.jpg)