Advertisment

BJD Infighting in Balangir: ଥମୁନି କଳିକେଶ ଚର୍ଚ୍ଚା; ବାହାରୁ ସମର୍ଥନ, ଭିତରେ ବିରୋଧ

କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଥମୁନି ବିଜେଡି ନେତୃତ୍ବ ଚର୍ଚ୍ଚା। ଜିଲ୍ଲା ବାହାରୁ ସମର୍ଥନ ପରେ ଏବେ ଜିଲ୍ଲା ଭିତରେ ବିରୋଧ। ଜିଲ୍ଲା ଭିତରୁ ବିରୋଧରେ ବାହାରିଲେଣି ଆଉ କିଛି ନେତା।

Kalikesh Singh Deo

Kalikesh Singh Deo Photograph: (OTV)

Advertisment

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା। ଦଳର ଯୁବ ନେତା କଳିକେଶ ନାରାୟଣ ସିଂଦେଓଙ୍କୁ ଜିଲ୍ଲା ବାହାରୁ ସମର୍ଥନ, ଜିଲ୍ଲା ଭିତରେ ବିରୋଧ। ତାଙ୍କ ନେତୃତ୍ବକୁ ନେଇ କିଛି ନେତାଙ୍କ ଖୋଲା ସମର୍ଥନ ପରେ ଏବେ ଜିଲ୍ଲା ଭିତରୁ ବିରୋଧରେ ବାହାରିଲେଣି ଆଉ କିଛି ନେତା। 

Advertisment

ପ୍ରଥମେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ବାହାରିଥିଲେ କଳିକେଶଙ୍କ ସପକ୍ଷରେ। ଆଉ ପରେ ତାଙ୍କ ନେତୃତ୍ବକୁ ବିରୋଧ କରିଛନ୍ତି କଣ୍ଟାବାଂଜିର ପୂର୍ବତନ ବିଧାୟକ ଆୟୁବ ଖାନ। ସେହିଭଳି ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ସରୋଜ ମେହେର ବି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ