cold wave
1/5
ଶୀତରେ ଥରୁଛି ସାରା ମୟୁରଭଂଜ । ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ।
2/5
ଶିମିଳିପାଳ ଅଭୟାରଣ୍ୟ ସମୁଦ୍ର ପତନ ଠାରୁ ସର୍ବାଧିକ ଉଚ୍ଚତାରେ ରହୁଥିବା କାରଣରୁ ଏବେ ସେଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
3/5
ସକାଳ ୯ ପୂର୍ବରୁ ଘରୁ ଲୋକେ ବାହାରୁ ନାହାନ୍ତି । ସକାଳୁ ସକାଳୁ ଲୋକେ କାର୍ଯ୍ୟକୁ ଯିବା ପାଇଁ ମଧ୍ୟ ବିଳମ୍ବ ହେଉଛି ।
4/5
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଜାଗା ଜାଗାରେ ନିଆଁ ପୁଇଁ ହେଉଛନ୍ତି ।
5/5
ଶୀତ ଆଗକୁ ଆହୁରି ବଢ଼ିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)