ଅସହ୍ୟ ଗ୍ରୀଷ୍ମ ପ୍ରଭାବରେ ସିଝୁଛନ୍ତି ଲୋକେ । ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି । ଯାହା ଫଳରେ ଲୋକେ ଅସହ୍ୟ ତାତିରୁ କିଛିମାତ୍ରାରେ ତ୍ରାହି ପାଉଛନ୍ତି...ଦେଖନ୍ତୁ ଲୋକେ କିପରି ଭାବେ ନିଜକୁ ଖରା ଦାଉରୁ ରକ୍ଷା କରୁଛନ୍ତି...
Published By: Otv Khabar Bureau
Last updated: 12 April 2022, 06:20 PM IST
ଗ୍ରୀଷ୍ମରୁ ବଞ୍ଚିବାକୁ ଲୋକଙ୍କ ପ୍ରୟାସ...
ଖରାରୁ ରକ୍ଷା ପାଇବାକୁ ତରଭୁଜ ଖାଉଛନ୍ତି ଲୋକେ....
ଷ୍ଟୋଲ ଓ ଗ୍ଲୋଭସ୍ ପିନ୍ଧି ଖରା ଦାଉରୁ ନିଜକୁ ବଞ୍ଚାଉଛନ୍ତି ଛାତ୍ରୀ...
ଲେମ୍ୱୁ ପାଣି ସରବତ ଦୋକାନରେ ଜମିଛି ଭିଡ...
ମୁଣ୍ଡରେ ଗାମୁଛା ପକାଇ ଖରା ଦାଉରୁ କିଞ୍ଚିତ୍ ରକ୍ଷା ପାଇବା ଆଶାରେ ବୃଦ୍ଧ...
ସରବତ ଓ ପୁଦିନା ପାଣିରେ ଆହାଃ କି ଶାନ୍ତି...
ଖରା ବଢ଼ିଲେ ବଢ଼ୁଛି ଟୋପିର ବିକ୍ରି...
ଖରା ହେଉ କି ଯାହା ହେଉ ପରିବାର ପାଇଁ ତ ବାହାରିବାକୁ ପଡିବ...
ଛତା ମୋର ସାଥୀ...
ଆଖୁ ରସ ପିଇ ମିଳୁଛି କିଛି ଆଶ୍ୱସ୍ତି...