/odishatv-khabar/media/post_attachments/uploadimage/library/16_9/16_9_0/Exit_Poll_1646663646.jpg)
Exit Poll
/odishatv-khabar/media/post_attachments/uploadimage/library/16_9/16_9_0/Exit_Poll_1646663646.jpg)
1/5
ନିର୍ବାଚନ ସରିଥିବା ୫ଟି ରାଜ୍ୟରେ ରେ କିଏ କରିବ ସରକାର?
2/5
ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍ ଆଦ୍ମୀ ପାର୍ଟି ! ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।
3/5
ଉତ୍ତର ପ୍ରଦେଶରେ ପୁଣି ବାବାଙ୍କ ଦବଦବା ଜାରି ରହିବ । ପୁଣି ଥରେ ବାବାଙ୍କ ଦରବାରରେ ଲାଗିବ ଭିଡ଼ । ଉତ୍ତର ପ୍ରଦେଶରେ ପୁଣି ଫୁଟିବ ପଦ୍ମ !
4/5
ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି । ଏବିପି ସି-ଭୋଟର ସର୍ଭେ ଅନୁଯାୟୀ, ଉତ୍ତରାଖଣ୍ଡରେ ବିଜେପିକୁ ୨୬ରୁ ୩୨ଟି ସିଟ୍ ମିଳୁଥିବା ବେଳେ କଂଗ୍ରେସକୁ ବିଳିବ ୩୨ରୁ ୩୮ଟି ସିଟ୍ ।
5/5
ଇଣ୍ଡିଆ ଟିଭି ସିଏନ୍ଏକ୍ସ ସର୍ଭେ ଅନୁଯାୟୀ ଏକ୍ଜିଟ୍ ପୋଲ କହୁଛି ଗୋଆରେ ସରକାର ଗଢ଼ିବ ବିଜେପି । ଏଠାରେ ମୋଟ ୪୦ଟି ଆସନ ରହିଥିବା ବେଳେ ବିଜେପିକୁ ମିଳିପାରେ ୧୬ରୁ ୨୨ଟି ଆସନ । ସେପଟେ କଂଗ୍ରେସ ହାତକୁ ୧୧ରୁ ୧୭ଟି ଆସନ ଯିବ ବୋଲି ରିପୋର୍ଟ କହୁଥିବା ବେଳେ ଆପ୍କୁ ଲାଗିବ ଝଟ୍କା । କେଜ୍ରିଙ୍କ ଆପ୍ ମାତ୍ର ଗୋଟିଏରୁ ଦୁଇଟି ଆସନ ହାତେଇବ ବୋଲି ଆଶା କରାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)