Advertisment

କଂଗ୍ରେସର ପ୍ରତିବାଦ ବେଳେ ପୋଲିସକୁ ଅଣ୍ଡା, ଟମାଟୋ ମାଡ଼

ଅଦାନୀ ଲିଙ୍କ୍ ଅଭିଯୋଗ କରି କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି। ସିଲିଣ୍ଡର ଉପରେ ଗୋବର ଘଷି ରଖି କଂଗ୍ରେସ ରାଜଭବନ ଘେରାଉ କରିଛି। ପୋଲିସ୍‌ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖାଦେଇଛି। ଏହି ସମୟରେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ମଧ୍ୟ ହୋଇଛି। ବିକ୍ଷୋଭରେ ସାମିଲ କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।

author-image
Pramod Behera
କଂଗ୍ରେସର ପ୍ରତିବାଦ ବେଳେ ପୋଲିସକୁ ଅଣ୍ଡା, ଟମାଟୋ ମାଡ଼

Congress protest Rajbhawan gherau

Congress
Advertisment
Advertisment