କୋଟି କୋଟି ଭକ୍ତ, କିଲୋମିଟର କିଲୋମିଟର ମେଳା, ସାଧୁସନ୍ଥରେ ଭର୍ତ୍ତି ଅଂଚଳ। ଦେଖନ୍ତୁ ଆଜି ତ୍ରିବେଣୀ ସଙ୍ଗମର କିଛି ରୋଚକ ଦୃଶ୍ୟ।
Published By: Amaresh Biswal
Last updated: 31 January 2025, 06:58 PM IST
Maha Kumbh Mela 2025: ପ୍ରୟାଗରାଜରେ କିଛି ବିଚିତ୍ର ଦୃଶ୍ୟ
ତ୍ରିବେଣୀ ସଙ୍ଗମ ଉପରେ ଭକ୍ତଙ୍କ ପାଇଁ ତିଆରି ହୋଇଥିବା ପୁଣ୍ଟୁନ୍ ବ୍ରିଜ୍
କିଲୋମିଟର କିଲୋମିଟର ବ୍ୟାପୀ କୁମ୍ଭମେଳାର ଦୃଶ୍ୟ
ତ୍ରିବେଣୀ ସଙ୍ଗମରେ ଭକ୍ତଙ୍କ ପାଇଁ ଅନ୍ନଛତ୍ର
ତ୍ରିବେଣୀ ସଙ୍ଗମରେ ନିଜ ଶିବିରରେ ଅପେକ୍ଷାରତ ସାଧୁ
ତ୍ରିବେଣୀ ସଙ୍ଗମରେ ଭକ୍ତଙ୍କ ଅସ୍ଥାୟୀ ବସ୍ତି