/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637482077.jpg)
India's Cleanest State, City, Town For 2021 Declared. Here Are The Winners
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637482077.jpg)
1/11
ଦେଶର ୧୦ଟି ସ୍ୱଚ୍ଛ ସହର
2/11
ଇନ୍ଦୋର -କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାରରେ ଇନ୍ଦୋରକୁ କ୍ରମାଗତ ପଞ୍ଚମ ଥର ପାଇଁ ଭାରତର ପରିଷ୍କାର ସହର ଭାବେ ସମ୍ମାନିତ କରାଯାଇଥିବାବେଳେ ଛତିଶଗଡ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637483110.jpg)
3/11
ସୁରଟ -ଗୁଜରାଟ ରାଜ୍ୟର ଏକ ପ୍ରମୁଖ ସହର ସୁରଟ ଦ୍ୱିତୀୟ ବାର୍ଷିକ ସ୍ୱଚ୍ଛତା ପୁରସ୍କାରରେ ସ୍ଥାନରେ ଅବସ୍ଥିତ । ସୁରତ ହେଉଛି ଗୁଜରାଟର ଦ୍ୱିତୀୟ ତଥା ଭାରତର ନବମ ବୃହତ୍ତମ ସହର । ଜନବସତି ଓ ଶିଳ୍ପଦ୍ୟୋଗ ଅନୁସାରେ ଗୁଜରାଟରେ ଅହମଦାବାଦ ପରେ ସୁରତର ନାମ । ବିଶ୍ୱର ୯୦-୯୫ ପ୍ରତିଶତ ହୀରା ସୁରତରେ ମାଜି (ଘସି) ପ୍ରସ୍ତୁତ ହେଉଛି । କପଡା ଉଦ୍ୟୋଗ ପାଇଁ ସୁରତ ପ୍ରସିଦ୍ଧ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637483197.jpg)
4/11
ବିଜୟୱାଡ଼ା-ବିଜୟୱାଡା଼, ଆନ୍ଧ୍ର ପ୍ରଦେଶର ତୃତୀୟ ବୃହତ୍ତମ ସହର, ଏହା ବେଜୱାଡା଼ ନାମରେ ମଧ୍ୟ ପ୍ରଖ୍ୟାତ। ଏହା କୃଷ୍ଣା ନଦୀର କୂଳରେ ଅବସ୍ଥିତ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637571944.jpg)
5/11
ନାଭି ମୁମ୍ୱାଇ-କେନ୍ଦ୍ର ସରକାରଙ୍କ ବାର୍ଷିକ ପରିଷ୍କାର ପରିଚ୍ଛନ୍ନତା ସର୍ଭେରେ ନାଭି ମୁମ୍ବାଇକୁ ଭାରତର ଚତୁର୍ଥ ପରିଷ୍କାର ସହର ଭାବରେ ବିଚାର କରାଯାଇଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637571993.jpg)
6/11
ପୁଣେ- ଗତ ବର୍ଷ ତାଲିକାରେ ୧୫ ତମ ସ୍ଥାନରେ ଥିବାବାଳେ ଚଳିତ କେନ୍ଦ୍ର ସରକାରଙ୍କ ବାର୍ଷିକ ପରିଷ୍କାର ପରିଚ୍ଛନ୍ନତା ସର୍ଭେରେ ପଞ୍ଚମ ସ୍ଥାନ ହାସଲ କରିଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637572023.jpg)
7/11
ରାୟପୁର-ଲଗାତାର ତୃତୀୟ ଥର ପାଇଁ ଛତିଶଗଡକୁ ଦେଶର ସବୁଠାରୁ ପରିଷ୍କାର ରାଜ୍ୟ ଭାବେ ବିଚାର କରାଯାଇଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637572101.jpg)
8/11
ଭୋପାଲ- ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସ୍ୱଚ୍ଛ ସହରମାନଙ୍କ ମଧ୍ୟରକୁ ମଧ୍ୟପ୍ରଦେଶର ଦୁଇଟି ସହର- ଭୋପାଳ ଏବଂ ଇନ୍ଦୋର ଶୀର୍ଷ ୧୦ ତାଲିକା ମଧ୍ୟରେ ସ୍ଥାନ ପାଇଛନ୍ତି । ମୋଟ ୬୦୦୦ ପଏଣ୍ଟ ମଧ୍ୟରୁ ଭୋପାଳ ୪୭୮୩.୫୩ ପଏଣ୍ଟ ପାଇ ସ୍ୱଚ୍ଛ ସହର ବର୍ଗରେ ସପ୍ତମ ସ୍ଥାନ ହାସଲ କରିଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637572444.jpg)
9/11
ବରୋଦା-୪ ହଜାର ୩ ଶହ ୨୦ ଟି ସହରର ମଧ୍ୟରୁ ସ୍ୱଚ୍ଛ ସର୍ବେକ୍ଷଣର ବିଶ୍ୱର ସର୍ବବୃହତ ସହରୀ ସ୍ୱଚ୍ଛତା ସର୍ବେକ୍ଷଣରେ ବରୋଦା ସହର ସ୍ଥାନ ହାସଲ କରିଛି ।
10/11
ବିଶାଖାପାଟନା- ଆନ୍ଧ୍ରପ୍ରଦେଶର ଦୁଇଟି ପ୍ରମୁଖ ସହର - ବିଜୟୱାଡା ଏବଂ ଗ୍ରେଟର ବିଶାଖାପାଟନମ୍ - ଦେଶବ୍ୟାପୀ ବାର୍ଷିକ ପରିଷ୍କାର ପରିଚ୍ଛନ୍ନତା ସର୍ବେକ୍ଷଣର ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସ୍ୱଚ୍ଛ ଭାରତୀୟ ସହରର ଶ୍ରେଷ୍ଠ ୧୦ ତାଲିକା ମଧ୍ୟରେରେ ସ୍ଥାନ ପାଇଛି । ସେଥିମଧ୍ୟରୁ ବିଶାଖାପାଟନମ୍ ନବମ ସ୍ଥାନ ଅଧିକାର କରିଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637572696.jpg)
11/11
ଅହମ୍ମଦାବାଦ୍- କଣ୍ଟେନମେଣ୍ଟ ବୋର୍ଡ ବର୍ଗରେ ଅହମ୍ମଦାବାଦ ସବୁଠୁ ପରିଷ୍କାର ସହର ଭାବରେ ସ୍ଥାନିତ ହୋଇଛି । ଜିଲ୍ଲା ର଼୍ୟାଙ୍କିଙ୍ଗ ବର୍ଗରେ ସୁରଟ ପ୍ରଥମ ପୁରସ୍କାର ହାସଲ କରିଥିବାବେଳେ ଇନ୍ଦୋର ଏବଂ ନୂଆଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିପରି ଅହମ୍ମଦାବାଦ୍କୁ ଦଶମ ସ୍ଥାନରେ ବିବେଚିତ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)