Advertisment

ପାଣି କମୁଛି, ହେଲେ ଦୁର୍ଦ୍ଦଶା ବଢୁଛି.. ଉଜୁଡ଼ିଗଲା ଚାଷବାସ.. ଚିନ୍ତାରେ ଚାଷୀ

ଚଳିତ ବନ୍ୟାରେ ପରିବା ଚାଷ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଲରେ ପରିବା ଫଳିଥିଲେ ବି ପାଣି ଜମି ରହିବାରୁ ସେସବୁ ଉଜୁଡ଼ିବାକୁ ବସିଲାଣି।

ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା  ଆଠଗଡ଼ ଅଞ୍ଚଳର। ଛନଛନିଆ ପରିବା ଚାଷ ବନ୍ୟା ପାଣିରେ ବୁଡ଼ି ରହିଛି।

ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର। ଛନଛନିଆ ପରିବା ଚାଷ ବନ୍ୟା ପାଣିରେ ବୁଡ଼ି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ