ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର ନିଆଯାଉଥିବା ବେଳର ଦୃଶ୍ୟ
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656155578.jpg)
1/6
ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର ନିଆଯାଉଥିବା ବେଳେ ପ୍ରଶଂସକଙ୍କ ଭିଡ଼। ସମସ୍ତଙ୍କ ମୁହଁରେ- ଅମର ରହେ... ଅମର ରହେ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656155711.jpg)
2/6
ରାଇମୋହନଙ୍କ ଅକାଳ ବିୟୋଗରେ ସମସ୍ତଙ୍କ ଆଖି ଛଳଛଳ, ସମସ୍ତେ ସ୍ତବ୍ଧ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656155874.jpg)
3/6
ରାଇମୋହନଙ୍କ ମରଶରୀର ପାଖରେ ବସିଛନ୍ତି ଦୁଇ ଝିଅ
4/6
ସ୍ୱର୍ଗଦ୍ୱାରେ ଅନ୍ତିମ ସଂସ୍କାର, ପାଖରେ ଅଛନ୍ତି ଦୁଇ ଝିଅ
5/6
କାନ୍ଦି କାନ୍ଦି ବାପାଙ୍କ ଗୋଡକୁ ଆଉଁସି ଦେଉଛି ଝିଅ
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us