ଲୋକେ ଆଶ୍ୱସ୍ତ, ବନ୍ୟା କମିଲା...କିନ୍ତୁ ଦୁର୍ଦ୍ଦଶା କମିଲାନି...କୋଉଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କୋଉଠି ପୋଲ ଭାଙ୍ଗି ଯାତାୟତ ବ୍ୟାହତ।
Published By: Prasan Subudhi
Last updated: 22 August 2022, 05:46 PM IST
ଏବେ ବି ଆଠଗଡ଼ ଅଞ୍ଚଳ ରାସ୍ତାଘାଟରେ ପାଣି ଜମିଛି ଆଉ ତା’ରି ଭିତରେ ଗାଡ଼ିମଟର ଚାଲିଛି।
ବାଲେଶ୍ୱର-ବାରିପଦା ରାସ୍ତାରେ ପାଣି। ରେମୁଣା ବଜାର ଜଳାର୍ଣ୍ଣବ।
ପାଣି ଭିତରେ ଜୀବନ : ଲୁଣା ନଦୀ ପାଣିରେ ବୁଡ଼ିଛି ବ୍ରହ୍ମଗିରି ଅଞ୍ଚଳ।
ପ୍ରବଳ ବର୍ଷାରେ ବାଲିଗୁଡ଼ାର ବତେଡ଼ିମୁଣ୍ଡ ପୋଲ ଭାଙ୍ଗିଯାଇଛି। ଯାନବାହନ ଚଳାଚଳ ବ୍ୟାହତ।