Advertisment

ବନ୍ଧା ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର...ପିଲା ପିଣ୍ଡାରେ, ଫଟୋରେ ଦେଖିବା ଖବର

କାମାକ୍ଷାନଗର ଉପଖଣ୍ଡ ବାଘମୁଣ୍ଡାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଟି ଜଣେ ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି। ସଂପୃକ୍ତ ଠିକାଦାର କୁଆଡ଼େ ସଂପୂର୍ଣ୍ଣ ବିଲ୍ ପାଇନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜ ହେପାଜତରେ ରଖିଛନ୍ତି। ଫଳରେ ପିଲାମାନେ ୟା ତା’ ପିଣ୍ଡାରେ ବସି ପାଠ ପଢୁଛନ୍ତି।

ବାଘମୁଣ୍ଡା ଗାଁର ଏଇ ଅଙ୍ଗନବାଡ଼ି କେନ୍ଦ୍ରଟି ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି।

ବାଘମୁଣ୍ଡା ଗାଁର ଏଇ ଅଙ୍ଗନବାଡ଼ି କେନ୍ଦ୍ରଟି ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି।

Advertisment
Kamakhyanagar Contractor Mortgage Baghamunda Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ