Advertisment

Naval massage with oil: ନାଭିରେ କରନ୍ତୁ ଏହି ତେଲ ମାସିଲ, ଜମା ବି ଫାଟିବ ନାହିଁ ଚର୍ମ

ଆୟୁର୍ବେଦରେ ନାଭି ଆମ ଶରୀରର ଶକ୍ତି କେନ୍ଦ୍ର ଭାବରେ ବିବେଚନା କରାଯାଏ। ରାତିରେ ନାଭିରେ ତେଲ ଲଗାଇବାର ଅନେକ ଲାଭ ଅଛି। ବିଶେଷକରି ଶୀତଦିନେ ନାଭିରେ ତେଲ ମାଲିସ୍ କରିବା ଦ୍ୱାରା ଚର୍ମ କୋମଳ ଏବଂ ଚକଚକ୍ ହୋଇଯାଏ। ଶୀତଦିନେ ଚର୍ମ ଅଧିକ ଶୁଷ୍କ ହୋଇଯାଏ ଏବଂ ଫାଟିବା ଆରମ୍ଭ କରେ। ଯଦି ଆପଣ ପ୍ରତିଦିନ ରାତିରେ ଅଳ୍ପ ତେଲ ଲଗେଇ ନାଭିକୁ ମାଲିସ୍ କରନ୍ତି, ତେବେ ଶୀତଦିନେ ଚର୍ମ ଫାଟିବ ନାହିଁ।

author-image
Pramod Behera
 Naval massage with oil for healing dry and getting soft and glowing skin

Naval massage with oil for healing dry and getting soft and glowing skin

Advertisment
Advertisment