Advertisment

Lifestyle: ଏତେ ସୁନ୍ଦର ଚୁଡି… ହେଲେ ମୂଲ୍ୟ ମାତ୍ର ୧୫ ଟଙ୍କା, ଜାଣନ୍ତୁ କୋଉଠି ମିଳେ

ଫିରୋଜାବାଦର ଚୁଡି ବଜାରରେ ବୋରୋସିଲ କାଚର ଚୁଡି ଭଲ ବିକ୍ରି ହୁଏ। ଏହି ଚୁଡିଗୁଡିକ ଖୁବ ସୁନ୍ଦର ଏବଂ ଖୁବ ଶସ୍ତା ମଧ୍ୟ ହୋଇଥାଏ। ମହିଳାମାନେ ସାଲୱାର୍ ସୁଟ୍ ସହିତ ସହଜରେ ଏହାକୁ ପିନ୍ଧିପାରିବେ। ଏହା ଖୁବ ସୁନ୍ଦର ଦିଶୁଥିଲେ ମଧୁ ଏଗୁଡିକର ମୂଲ୍ୟ ୧୫ ଟଙ୍କାରୁ ଆରମ୍ଭ ହୋଇଥାଏ।

author-image
Pramod Behera
Borosil kangan latest and beautiful designs price 15 rupees

Borosil kangan latest and beautiful designs price 15 rupees

Advertisment
Advertisment