ସ୍ୱାସ୍ଥ୍ୟ Photo Gallery ଟିକାକରଣ ଉପରେ ଗୁରୁତ୍ୱ ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଟିକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। 30 Jun 2021 15:18 ISTMinati Mishra Follow UsvaccinationAdvertisment 1/4ଟିକା ନେବା ପାଇଁ ଲୋକମାନେ ଅପେକ୍ଷା କରିଛନ୍ତି 2/4ସ୍ୱାସ୍ଥ୍ୟକର୍ମୀ ଜଣେ ମହିଳାଙ୍କୁ ଟିକା ଦେଉଛନ୍ତି 3/4ଟିକାକରଣ କେନ୍ଦ୍ରରେ ଦୃଶ୍ୟ 4/4ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଲୋକମାନେ ଧାଡ଼ିରେ ଛିଡ଼ା ହୋଇଛନ୍ତି Read More Odisha