/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172547.jpg)
Prepare milk cake like a confectioner at home
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172547.jpg)
1/7
କ୍ଷୀର କେକ୍ ତିଆରି କରିବା ପାଇଁ ପ୍ରଥମେ କ୍ଷୀରକୁ ଏକ ବଡ଼ ପ୍ୟାନରେ ଢାଳି ଏହାକୁ ଗରମ କରନ୍ତୁ। ଗ୍ୟାସ୍ ନିଆଁକୁ ବଢାନ୍ତୁ। କ୍ଷୀର ଫୁଟିବା ପରେ ସେଥିରେ ୨ ଚିମୁଟା ଫିଟିକିରି ପକାନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172574.jpg)
2/7
ଫିଟିକିରି ମିଶାଇବାର କିଛି ସମୟ ପରେ, କ୍ଷୀର ଛିଡିଯିବ ଏବଂ ଦାନା ଦାନା ହୋଇଯିବ। କ୍ଷୀରକୁ ଆହୁରି ଫୁଟାନ୍ତୁ ଏବଂ ମୋଟା ହେବା ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172598.jpg)
3/7
ଯେତେବେଳେ କ୍ଷୀର ଭଲ ଭାବରେ ଗାଢା ହୋଇଯିବ, ସେଥିରେ ଦୁଇ କପ୍ ଚିନି ପକାନ୍ତୁ। ବର୍ତ୍ତମାନ ଏକ ଚାମଚ ସାହାଯ୍ୟରେ କ୍ଷୀର ସହିତ ଚିନିକୁ ଭଲ ଭାବରେ ମିଶାନ୍ତୁ ଏବଂ ଗରମ କରନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172623.jpg)
4/7
ଏହାର ୧୦ ମିନିଟ୍ ପରେ ଘିଅ ପକାଇଦିଅନ୍ତୁ। ଏହା ପରେ ଅନ୍ୟ ସାମଗ୍ରୀଗୁଡିକ ଏଥିରେ ପକାନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172644.jpg)
5/7
ଯେତେବେଳେ ମିଶ୍ରଣର ରଙ୍ଗ ବଦଳିଯିବ ଗ୍ୟାସ୍ ବନ୍ଦ କରନ୍ତୁ। ବର୍ତ୍ତମାନ ଏକ ଗାଡୁଆ ପ୍ଲେଟ କିମ୍ବା ଥାଳିରେ ଏହି ମିଶ୍ରଣକୁ ବାହାର କରି ଅଧା ଘଣ୍ଟା ପାଇଁ ଥଣ୍ଡା କରନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172668.jpg)
6/7
ଅଧ ଘଣ୍ଟା ପରେ, ଏହା ସେଟ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ। ଯଦି ଏହା ସଠିକ୍ ଭାବରେ ସେଟ୍ ହୋଇ ନାହିଁ, ତେବେ ଏହାକୁ ଅଧିକ ସମୟ ପାଇଁ ଥଣ୍ଡା କରିବାକୁ ଦିଅନ୍ତୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743172705.jpg)
7/7
ଭଲରେ ସେଟ୍ ହେଲା ପରେ ଏହାକୁ ନିଜ ପସନ୍ଦ ଆକାରରେ କାଟନ୍ତୁ। ଏବେ ଆପଣଙ୍କ କ୍ଷୀର କେକ୍ ପ୍ରସ୍ତୁତ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)