ରଜ ପର୍ବ
Advertisment
1/6
ଗାଁ ଗୋଠରେ ଚାଲିଛି ଦୋଳି ପ୍ରସ୍ତୁତି
2/6
ବିନା ପାନରେ ରଜର ମାନେ ନାହିଁ। ତେଣୁ ସହରରେ ସହରିଆଙ୍କୁ ଗାଁର ରଜମଜା ଦେବାକୁ ଠାଆକୁ ଠାଆ ଏମିତି ସ୍ପେଶାଲ ପାନର ପସରା ଖୋଲିଲାଣି
3/6
ମଥାରେ କୁକୁମ ଲଗାଉଛି କୁନି ଝିଅ
4/6
ହାତରେ ମେହେନ୍ଦି ଲଗାଉଛନ୍ତି ଯୁବତୀ
5/6
କୁଆଁରୀ ମାନେ ରଜ ପାଇଁ ସଜ ହେବା ସହ ରଜ ଅବସରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନାଚ ଗୀତର ପ୍ରସ୍ତୁତିରେ ମାତିଲେଣି
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us