ତପୋଭୂମୀ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ମେଳା। ଯେଉଁଠି ଭଳିକି ଭଳି ସାଧୁ ସନ୍ଥଙ୍କ ସମାଗମ ହୋଇଛି। ହୋମଯଜ୍ଞ ଓ ନାମ ସଂକୀର୍ତ୍ତନରେ ଚଉଦିଗ କମ୍ପୁଛି।
Published By: Chandan Shishu
Last updated: 02 February 2023, 05:43 PM IST
ଦେଶର କୋଣ ଅନୁକୋଣରୁ ଆସିଛନ୍ତି ଭଳିକି ଭଳି ସାଧୁ ସନ୍ଥ। ଯାହାଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଡମ୍ବରୁ ବାବା, ଷ୍ଟାଣ୍ଡିଂ ବାବା, ହରି ବାବା, ଡକ୍ଟର ବାବା
ବିଭୂତି ବୋଳା ନାଗା ସାଧୁ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରୁଛନ୍ତି
ସାଧୁଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଦୂରଦୂରାନ୍ତରୁ ଆସିଥିବା ଭକ୍ତ
ପୂଜା କରିବା ପରେ ବାବାଙ୍କ ଠାରୁ ତ୍ରିଶାଖା ବେଲପତ୍ର ନେଉଛନ୍ତି ଶ୍ରଦ୍ଧାଳୁ
ନିଜ ଭାଗ୍ୟ ଭବିଷ୍ୟ ଜାଣିବାକୁ ବି ବାବାଙ୍କ ପାଖେ ଭିଡ଼ ଜମାଉଛନ୍ତି
ଖଣ୍ଡଗିରି ମେଳାକୁ ଆସିଛନ୍ତି ସାଧ୍ୱୀ