ପବିତ୍ର ରାମ ନବମୀ
Advertisment
1/5
ପବିତ୍ର ରାମ ନବମୀ ଅବସରରେ ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି କୋରାପୁଟ ଜିଲ୍ଲା ଡୁମୁରିପୁଟ ସ୍ଥିତ ଓଡ଼ିଶାର ସର୍ବବୃହତ ଯୋଗମୁଦ୍ରାରେ ଆସୀନ ହନୁମାନ ମୂର୍ତ୍ତୀ
2/5
ଭଦ୍ରକରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଓ ପ୍ରଭୁ ହନୁମାନ
3/5
ରାମ ନବମୀ ଅବସରରେ ଭଦ୍ରକ ସ୍ଥିତ ରାମମନ୍ଦିରରେ ଭକ୍ତଙ୍କ ଭିଡ଼
4/5
ପବିତ୍ର ଶ୍ରୀରାମ ନବମୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us