Advertisment

ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ଦିନକୁ ମନେ ପକାଇଲେ ଖ୍ରୀଷ୍ଟିଆନ ଭାଇ-ଭଉଣୀ

ପବିତ୍ର ଗୁଡ ଫ୍ରାଇଡେ, ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଲାଗି ପବିତ୍ର ଦିନ। ଆଜିର ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା । ସଂସାରରେ ସୁଖ ଶାନ୍ତି ଲାଗି ପ୍ରଭୁ ଯୀଶୁ ଆଜିର ଦିନରେ ପ୍ରାଣବଳୀ ଦେଇଥିଲେ। ପ୍ରଭୁ ଯୀଶୁଙ୍କ ଦେହାନ୍ତର ଏହି ଦିନକୁ ପବିତ୍ର ଦିନ ଭାବେ ପାଳନ କରନ୍ତି। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଚର୍ଚ୍ଚ ଠାରେ ଗୁଡ ଫ୍ରାଇଡେ ପାଳନ କରିଛନ୍ତି ଖ୍ରୀଷ୍ଟଧର୍ମାଲମ୍ବୀ।

ପବିତ୍ର ଗୁଡ ଫ୍ରାଇଡେ

ପବିତ୍ର ଗୁଡ ଫ୍ରାଇଡେ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ