ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଛି ଶୈବପୀଠ ଗୁଡିକ। ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି...
Published By: Chandan Shishu
Last updated: 18 July 2022, 06:52 PM IST
ଶୈବପୀଠ ଅଭିମୁଖେ କାଉଡ଼ିଆଙ୍କ ଯାତ୍ରା
ଘାଟରୁ ପାଣି ଉଠାଉଛନ୍ତି କାଉଡ଼ିଆ
ମହିଳା ଭକ୍ତ ବି ଘାଟରୁ ପାଣି ଉଠାଉଛନ୍ତି
ଘାଟରୁ ପାଣି ଆଣିବା ପରେ କାଉଡିଆଙ୍କ କଳସ ପୂଜା
ଘାଟ ପାଖରେ ଶିବ ଲିଙ୍ଗ ଗଢି ଚାଲିଛି କଳସ ପୂଜା
ଘାଟରୁ ପାଣି ଭାର ନେଇ ଆରମ୍ଭ ହେଲା ଯାତ୍ରା