ମାଆଙ୍କ ଭସାଣି ଯାତ୍ରା
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665072182.jpeg)
1/7
ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଚରଣରେ ଆଜି କୋଟି କୋଟି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତଜନନୀ ଦୁର୍ଗା
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665072507.jpeg)
2/7
ଅସ୍ଥାୟୀ ପୋଖରୀ ଅଭିମୁଖେ ବାହୁଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ସୁସଜ୍ଜିତ ମେଢ଼
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665072691.jpeg)
3/7
ଆଗେ ଆଗେ ଯାଉଛନ୍ତି ମାଆ, ପଛେ ପଛେ ଯାଉଛନ୍ତି ଭକ୍ତ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665072797.jpeg)
4/7
ଆଦିବାସୀ ଓ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଜଧାନୀ ଭୁବନେଶ୍ୱର
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665073016.jpeg)
5/7
ମାଆଙ୍କ ଭସାଣିଯାତ୍ରାର ସବୁଠୁ ମୁଖ୍ୟ ଆକର୍ଷଣ ସାଜିଛି ଢୋଲ ତାସା, ଯାହାକୁ ମହିଳାମାନେ ପରିବେଷଣ କରିଥିଲେ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665073342.jpeg)
6/7
ଅସତ୍ୟ ଉପରେ ମାଆଙ୍କ ବିଜୟ ପରେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665073477.jpeg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us