ଆଜିକାଲି ବାଣୀ କପୁର ତାଙ୍କ ଫିଲ୍ମ 'ଖେଲ୍ ଖେଲ୍ ମେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଏହି ସୁନ୍ଦରୀ ନିଜକୁ ସଜେଇ ପ୍ରତ୍ୟେକ ଇଭେଣ୍ଟରେ ପହଞ୍ଚୁଛନ୍ତି। ତାଙ୍କ ଷ୍ଟାଇଲ୍କୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ନିକରେ ସେ ତାଙ୍କୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା କିଛି ଆକର୍ଷଣୀୟ ଫଟୋ ଉପରେ ନଜର ପକେଇବା।
Published By: Pramod Behera
Last updated: 11 August 2024, 02:50 PM IST
ଥରେ ନଜର ପକାନ୍ତୁ ୩୫ ବର୍ଷିୟ ବାଣୀ କପୁରଙ୍କ ଏହି ଫଟୋ ଉପରେ। ତାଙ୍କର ଏହି ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବାନ୍ଧି ରଖିବା ପାଇଁ କାଫି। ଥରେ ନଜର ପଡିଲେ ଆଉ ଫେରିବନି।
ବାଣୀ କପୁର ହଳଦିଆ ରଙ୍ଗର ଫୁଲ ପକା ଶାଢି ସହିତ କଳା ରଙ୍ଗର ବ୍ଲାଉଜରେ ଖୁନ୍ଦର ଲାଗୁଛନ୍ତି। ବାଣୀ ପଛ ପଟେ ତାଙ୍କ ଉଟିକୁ ଖୋସା କରି ବାନ୍ଧିଦେଇଛନ୍ତି ଆଉ କାନରେ ଥିଲା କାନଫୁଲ ଖୁବ୍ ମାନୁଛି। ତାଙ୍କର ଏହି ସାଇଡ୍ ଲୁକ୍ ଛାତିକୁ ତୀର ମାରିଲା ଭଳି।
ବାଣୀ କପୁରଙ୍କ ଏହି ଫୁଲ୍ ଫ୍ରେମ୍ ଫଟୋ ଦେଖିଲେ ଲାଗୁଛି ସେ ତାଙ୍କ ପ୍ରସଶଂକଙ୍କୁ ପାଗଳ କରିବା ମୁଡ୍ରେ ଅଛନ୍ତି। ଏହି ଫଟରେ ସେ ପଛ କରି ଠିଆ ହୋଇଥିବା ବେଳେ ତାଙ୍କ ଟ୍ୱିଷ୍ଟିଙ୍ଗ ଲୁକ୍ ଖୁବ୍ ଚମତ୍କାର।
ଏହି ଫଟୋରେ ବାଣୀ କପୁର ସାମ୍ନାକରି ଠିଆ ହୋଇଛନ୍ତି। ଏଥିରେ ସେ ଦେଇଥିବା ପୋଜ୍ ଦେଖିବା ଭଳି ହୋଇଛି। ମୁହଁରେ ଥିବା ତାଙ୍କର ହାଲୁକା ହସରେ ଯୁବକଙ୍କୁ ବସ କରିବା ପାଇଁ ଢେର ଯାଦୁ ରହିଛି।