/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439671.jpg)
Urvashi rautela net worth know her charge
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439671.jpg)
1/7
ଏହି ଅଭିନେତ୍ରୀ ହେଲେ ଉର୍ବଶୀ ରୌତେଲା। ସୋସିଆଲ ମିଡିଆରେ ଭାରତୀୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଉର୍ବଶୀ ଅନ୍ୟତମ। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୭୨ ମିଲିୟନ ଫଲୋର୍ସ ଅଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439696.jpg)
2/7
ଉର୍ବଶୀ ୨୦୧୫ରେ 'ମିସ୍ ଇଣ୍ଡିଆ' ଏବଂ 'ମିସ୍ ଡିଭା' ସମେତ ଅନେକ ବିୟୁଟି ପ୍ରତିଯୋଗିତା ଜିତିଛନ୍ତି। ସେ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀ ହୋଇପାରି ନାହାଁନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439717.jpg)
3/7
ଉର୍ବଶୀ ୨୦୧୩ ରେ ସନ୍ନି ଦେଓଲଙ୍କ ସହ ଫିଲ୍ମ ‘ସିଂହ୍ ସାହେବ ଦି ଗ୍ରେଟ୍’ରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହା ପରେ ତାଙ୍କୁ ସନମର ରେ, ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି, ହେଟ୍ ଷ୍ଟୋରୀ ୪ ଏବଂ ପାଗଲପନ୍ତୀରେ ମଧ୍ୟ ଦେଖିବାକୁ ମିଳିଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439742.jpg)
4/7
ଚଳଚ୍ଚିତ୍ର ବ୍ୟତୀତ ଉର୍ବଶୀ ଅନେକ ମ୍ୟୁଜିକ୍ ଭିଡିଓ ମଧ୍ୟ କରିଥିଲେ। ତାଙ୍କୁ ଲଭ୍ ଡୋଜ୍, ଗାଲ୍ ବନ୍ ଗଇ, ତେରି ଲୋଡ୍ ୱେ, ଡୁବ୍ ଗଏ ମ୍ୟୁଜିକ୍ରେ ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439763.jpg)
5/7
ଉର୍ବଶୀଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନଥିଲା କିନ୍ତୁ ସେ ଅନେକ ଟଙ୍କାର ମାଲିକାଣୀ ହୋଇପାରିଛନ୍ତି ଏବଂ ବହୁତ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439791.jpg)
6/7
ରିପୋର୍ଟ ଅନୁଯାୟୀ, ଉର୍ବଶୀଙ୍କ ସମ୍ପତ୍ତି ମୂଲ୍ୟ ୨୫୦ କୋଟି ଟଙ୍କା। ଅଭିନୟ ବ୍ୟତୀତ ସେ ଫଟୋସୁଟ୍ ଏବଂ କୋଲାବୋରେସନ୍ରୁ ମଧ୍ୟ ବହୁତ ଟଙ୍କା ରୋଜଗାର କରନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741439815.jpg)
7/7
ଏହି ଅଭିନେତ୍ରୀ ‘ଡାକୁ ମହାରାଜ’ରେ ୩ ମିନିଟର ପରଫର୍ମାନ୍ସ ପାଇଁ ୩ କୋଟି ଟଙ୍କା ଫିସ୍ ନେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)