Advertisment

ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏହି ଡାକ୍ତର ଥିବାରୁ ଉଠିଛି ଛାଡପତ୍ର ଗୁଜବ; ଭାଇରାଲ୍ ହେଉଛି ସେମାନଙ୍କ ଚୁମ୍ବନ ଫଟୋ

ଛାଡପତ୍ରର ଗୁଜବ କାରଣରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ଏହି ଗୁଜବକୁ ନେଇ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କୁହାଯାଉଛି ଯେ ଜଣେ ଡାକ୍ତରଙ୍କ କାରଣରୁ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇଛି। ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି କିଏ ଯାହାଙ୍କ କାରଣରୁ ଦମ୍ପତିଙ୍କ ଛାଡପତ୍ରକୁ ନେଇ ଗୁଜବ ଉଡୁଛି।

author-image
Pramod Behera
ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏହି ଡାକ୍ତର ଥିବାରୁ ଉଠିଛି ଛାଡପତ୍ର ଗୁଜବ; ଭାଇରାଲ୍ ହେଉଛି ସେମାନଙ୍କ ଚୁମ୍ବନ ଫଟୋ

This doctor is becoming the reason for aishwarya rai and abhishek bachchans divorce rumor

Bollywood
Advertisment
Advertisment