/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386614.jpg)
Tara Sutaria shared sizzling photos in deepneck black blazer
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386614.jpg)
1/7
ତାରା ସୁତାରିଆ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ଅଭିନେତ୍ରୀ ତାଙ୍କର କିଛି ଫଟୋ ଫ୍ୟାନ୍ମାନଙ୍କ ସହ ଶେୟାର କରିଛନ୍ତି। ଯାହା ଭାଇରାଲ୍ ହେଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386658.jpg)
2/7
ତାରା ସୁତାରିଆ ଏହି ଫଟୋଗୁଡ଼ିକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ, ଅଭିନେତ୍ରୀ କଳା ରଙ୍ଗର ଡିପ୍ ନେକ୍ ବ୍ଲେଜର୍ ପିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386682.jpg)
3/7
ଏହି ଫଟୋଗୁଡ଼ିକରେ ତାରାଙ୍କ ଛୋଟ ହେୟାର୍ ଲୁକ୍ ଦେଖିବାକୁ ମିଳେ। ଚଷମା ପିନ୍ଧି ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ଦମଦାର୍ ପୋଜ୍ ଦେଇ ଚାଲିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386708.jpg)
4/7
ଏହି ଫଟୋଗୁଡ଼ିକୁ ଶେୟାର କରି ଅଭିନେତ୍ରୀ ଏହାର କ୍ୟାପସନରେ ' cheeky’ ଲେଖିଛନ୍ତି। ତାରାଙ୍କ ଏହି ଲୁକ୍ ଦେଖି ସମସ୍ତେ ପ୍ରେମରେ ପଡ଼ିଯାଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386731.jpg)
5/7
ତାରା 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨' ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ଫିଲ୍ମରେ ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386758.jpg)
6/7
ତାରା ସୁତାରିଆ ଶେଷ ଥର ପାଇଁ 'ଅପୂର୍ବା' ଫିଲ୍ମରେ ନଜର ଆସିଥିଲେ। ଲୋକମାନେ ଫିଲ୍ମରେ ତାଙ୍କ କାମକୁ ବହୁତ ପସନ୍ଦ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749386779.jpg)
7/7
ଇନ୍ଷ୍ଟାଗ୍ରାମରେ ତାଙ୍କୁ ୮୦ ମିଲିୟନ୍ରୁ ଅଧିକ ଲୋକ ଫଲୋ କରନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)