/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746459280.jpg)
Tamannaah Bhatia shares killer photos in red floral gown
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746459280.jpg)
1/5
ତମନ୍ନା ଭାଟିଆ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଏଠାରେ ସେ ପ୍ରତିଦିନ ତାଙ୍କର ଚମତ୍କାର ଫଟୋ ଫ୍ୟାନ୍ମାନଙ୍କ ସହ ଶେୟାର କରନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746459305.jpg)
2/5
ନିକଟରେ, ଅଭିନେତ୍ରୀ ଲାଲ ରଙ୍ଗର ଫୁଲପକା ଗାଉନରେ ତାଙ୍କର ଫଟୋ ଶେୟାର କରିଛନ୍ତି। ପୁଣି ଥରେ ସେ ଫଟୋଗୁଡ଼ିକରେ ତାଙ୍କର ପରଫେକ୍ଟ ଫିଗର ଦେଖାଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746459339.jpg)
3/5
ଏହି ଲାଟେଷ୍ଟ ଫଟୋଗୁଡ଼ିକରେ, ତମନ୍ନା ଚମକଦାର ମେକ୍ଅପ୍ ନେଇ ଖୋଲା ଚୁଟି ଏବଂ ଘାତକ ଆଖି ସହିତ ତାଙ୍କର ଲୁକ୍ ସମାପ୍ତ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746459365.jpg)
4/5
ଫଟୋଗୁଡ଼ିକ ଶେୟାର କରିବା ସମୟରେ, ତମନ୍ନା କ୍ୟାପ୍ସନ୍ରେ ଅନେକ ଲାଲ ଗୋଲାପ ଇମୋଜୀ କରିଛନ୍ତି। କମେଣ୍ଟ ସେକ୍ସନରେ, ପ୍ରଶଂସକମାନେ ତାଙ୍କୁ ଲାଲ ପରି ବୋଲି କହୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746459394.jpg)
5/5
କିଛି ୟୁଜର୍ସ ବିଜୟ ବର୍ମାଙ୍କ ନା’ ନେଇ ତମନ୍ନାକୁ ଚିଡ଼ାଉଥିବାର ଦେଖାଯାଏ। ଜଣେ ଲେଖିଛନ୍ତି – କ’ ଣ ଫାଇଦା ଏହି ଷ୍ଟାଇଲ୍ରେ, ଯେତେବେଳେ ବିଜୟ ବିବାହ କରିବାକୁ ମନା କରିଦେଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)