Advertisment

Viral: ୪୩ ବର୍ଷ ବୟସରେ ମଧ୍ୟ ଚମକୁଛନ୍ତି ଶ୍ୱେତା; ଲୋକେ କହିଲେ ତୃପ୍ତି ଡିମ୍‌ରୀ ବି କିଛି ନୁହଁ

ଜଣାଶୁଣା ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି। କେବେ ନିଜ ଅଭିନୟ ଚରିତ୍ରକୁ ନେଇ ତ ପୁଣି କେବେ ନିଜ ପୋଷ୍ଟକୁ ନେଇ। ଏବେ ଶ୍ୱେତା ତିୱାରୀ ତାଙ୍କର କିଛି ଫଟୋକୁ ଧଳା-କଳା ଆଉଟ୍ ଫିଟ୍‌ରେ ଶେୟାର କରିଛନ୍ତି। ଏହାକୁ ଦେଖି ଆପଣ ବି ତାଙ୍କୁ ପ୍ରଶଂସା କରିବେ।

author-image
Pramod Behera
Shweta tiwari gives tough competition to tripti dimri at age of 43

Shweta tiwari gives tough competition to tripti dimri at age of 43

Advertisment
Advertisment