/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517447.jpg)
Shoaib Ibrahim shared romantic photos with wife dipika kakar
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517447.jpg)
1/7
ଦୀପିକା କକ୍କର ଏବଂ ଶୋଏବ ଇବ୍ରାହିମ ଟିଭିରେ କ୍ୱଚିତ୍ ଦେଖାଯାଆନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେମାନେ ଛାଇ ଯାଆନ୍ତି। ପ୍ରଶଂସକମାନେ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ କରନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517474.jpg)
2/7
ଗତକାଲି ଦୀପିକା ଏବଂ ଶୋଏବ ଇଦ୍ ପାଳନ କରିଥିଲେ। ଏହି ସମୟରେ ଉଭୟେ ପରସ୍ପର ସହ ରୋମାଣ୍ଟିକ ହେବା ମଧ୍ୟ ଦେଖାଯାଇଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517496.jpg)
3/7
ଶୋଏବ ଇନ୍ଷ୍ଟାଗ୍ରାମ୍ରେ ଦୀପିକାଙ୍କ ସହ ଅନେକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏଥିରେ ସେ କେତେବେଳେ ଅଭିନେତ୍ରୀଙ୍କ ମୁଣ୍ଡରେ ଓଢଣା ଦେଉଛନ୍ତି ତ ଆଉ କେତେବେଳେ ତାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517524.jpg)
4/7
ଏହି ଫଟୋଗୁଡିକ ଶେୟାର କରିବାବେଳେ ଶୋଏବ କ୍ୟାପ୍ସନ୍ରେ 'ମୁବାରକ୍ ଇଦ୍' ଲେଖିଛନ୍ତି। ଉଭୟେ ଇଦ୍ରେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517547.jpg)
5/7
ଦୀପିକା କକ୍କର ଇଦ୍ ଦିନ ସବୁଜ ରଙ୍ଗର ଭାରୀ ସୁଟ୍ ପିନ୍ଧିଥିଲେ। ଏହା ସହିତ ସେ ମେକଅପ୍, କର୍ଲି ହେୟାର୍, ମେହେନ୍ଦୀ ଏବଂ ଅନେକ ମେରୁନ୍ ଚୁଡି ପିନ୍ଧି ଲୁକ୍ ସମାପ୍ତ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517574.jpg)
6/7
ଶୋଏବ ଇଦ୍ ଅବସରରେ ଏକ କଳା ରଙ୍ଗର କୁର୍ତ୍ତା ପିନ୍ଧିଥିଲେ। ଏହା ସହିତ ସେ ଧଳା ପଠାନୀ ସାଲୱାର ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743517596.jpg)
7/7
ଶୋଏବ ଏବଂ ଦୀପିକା ୨୨ ଫେବୃଆରୀ ୨୦୧୮ରେ ବିବାହ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)