Advertisment

ଭାଇରାଲ୍‌ ହେଲେ ଶରବରୀ ୱାଗ୍; ଲୋକେ କହିଲେ ଏମିତି ଚେହେରା କେବେ ଦେଖିନୁ

ବଲିଉଡ୍‌ ଅଭିନେତା ଜନ୍ ଆବ୍ରାହମ୍ ଏବଂ ଶରବରୀ ୱାଗ୍ ସେମାନଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ବେଦା' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ। ଏଭଳି ପରିସ୍ଥିତିରେ ଉଭୟ ତାରକା ଏହାର ପ୍ରମୋସନରେ କୌଣସି ବି ସୁଯୋଗ ଛାଡୁ ନାହାଁନ୍ତି। ଶରବରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ‘ବେଦା’ର ପ୍ରମୋସନ ସହ ଜଡିତ କିଛି ଫଟି ଶେୟାର କରିଛନ୍ତି, ଯାହା ଖୁବ ଆକର୍ଷଣୀୟ ଲାଗୁଛି।

author-image
Pramod Behera
Sharvari wagh new stylish look goes viral on social media

Sharvari wagh new stylish look goes viral on social media

Bollywood
Advertisment
Advertisment