/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743778183.jpg)
Sara ali khan visit temple after Ramadan ended
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743778183.jpg)
1/6
ସାରା ଅଲି ଖାନ ଗୁଆହାଟୀ ମନ୍ଦିରର ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ଅଭିନେତ୍ରୀ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743778207.jpg)
2/6
ସାରା ଏହିସବୁ ଫଟୋରେ ଧଳା ରଙ୍ଗର ସୁଟ୍ ପିନ୍ଧିଛନ୍ତି। ଅଭିନେତ୍ରୀଙ୍କ କପାଳରେ ସିନ୍ଦୂର ତିଲକ ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743778232.jpg)
3/6
କିଛି ଫଟୋରେ ଅଭିନେତ୍ରୀ ମନ୍ଦିର ଭିତରେ ବସି ପୂଜା କରୁଥିବା ନଜର ଆସିଛନ୍ତି। ଆଉ କେତେକ ଫଟୋରେ ସେ ନଦୀ ନିକଟରେ ବସି ଶାନ୍ତିରେ କିଛି ସମୟ ବିତାଉଥିବା ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743778259.jpg)
4/6
ଏହା ବ୍ୟତୀତ ସାରା ମଧ୍ୟ ଏକ ଫଟୋରେ ଭଗବାନଙ୍କ ମୂର୍ତ୍ତି ଉପରେ ଏକ ମୁଦ୍ରା ରଖି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743778287.jpg)
5/6
ମନ୍ଦିର ପରିଦର୍ଶନ କରିବା ପରେ ସାରା ଅଲି ଖାନ ମଧ୍ୟ ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଚଳାଉଥିବାର ନଜର ଆସନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743778310.jpg)
6/6
ସାରା ଅଲି ଖାନଙ୍କ ପ୍ରଶଂସକମାନେ ଏହି ଫଟୋ ଦେଖିବା ପରେ ଅଭିନେତ୍ରୀଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)